ଦଶଦିନ ପରେ ଚେତା ପଶିଲା: ସରକାରୀ ବସ୍ ଗଡ଼ିବ, ୨ଗୁଣା ଭଡ଼ା ଦେବାକୁ ହେବ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଘୋଷଣାର ୧୦ ଦିନ ପରେ ରାଜ୍ୟ ସରକାରଙ୍କୁ ଲୋକଙ୍କ ଗମନାଗମନ ଚିନ୍ତା ଢୁକିଛି। ନାମକୁ ମାତ୍ର ହେଲେ ମଧ୍ୟ ଅଳ୍ପ କିଛି ସରକାରୀ ବସ୍ ଚଳାଇ କେବଳ ନିୟମର ଇଜ୍ଜତ ରଖିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର। … Read More