ଅନ୍ଲାଇନ୍ରେ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀ ଉପରେ ସରକାରଙ୍କ ଛାଟ; ନୋଟିସ୍ ସହିତ ଜୋରିମାନା ଆଦାୟ
ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଛାଟ ବସିଛି । ଇ-କମର୍ସ କମ୍ପାନୀଗୁଡ଼ିକର ୱେବସାଇଟରେ ତାଲିକାଭୁକ୍ତ ଉତ୍ପାଦର ଉତ୍ପାଦନ ଦେଶ ଭଳି ଉତ୍ପତ୍ତି ଦେଶ ବିଷୟରେ ଭୁଲ ସୂଚନା ଦେଇଥିବାରୁ କେନ୍ଦ୍ର ସରକାର ଗତ ଏକ ବର୍ଷ ମଧ୍ୟରେ ୨୦୨ଟି ନୋଟିସ ଜାରି … Read More