ଅନ୍ତ୍ୟେଷ୍ଟି ପାଇଁ କାଠର ବିକଳ୍ପ ‘ଗୋ-କାଷ୍ଠ’

ଭୁବନେଶ୍ଵର, (ଓଟି): ଜୀବନର ଅନ୍ତିମ ସତ୍ୟ ମୃତ୍ୟୁ। ମୃତ୍ୟୁପରେ ଅନ୍ତ୍ୟେଷ୍ଟି ଜୀବନର ଅନ୍ତିମ ସଂସ୍କାର। ଅନ୍ତିମ ସଂସ୍କାର ପାଇଁ କାଠ ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି। କାଠରେ ଶବ ସଂସ୍କାର କରାଯାଉଥିବାରୁ ଏହା ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହିତ ଜଙ୍ଗଲ … Read More