ଗୀତା ମାହାତ୍ମ୍ୟ-୧୧: କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦର୍ଶନ କର

ଜ୍ଞାନଯୋଗ ଉପଦେଶ ଅବସରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଦିବ୍ୟ ଅଲୌକିକତା ସମ୍ପର୍କରେ ବୁଝାଇବା ସହ ଅନାସକ୍ତ ଭାବେ ଈଶ୍ୱରଙ୍କଠାରେ ଲୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କର୍ମ ଓ ଅକର୍ମ ବିଷୟରେ ମଧ୍ୟ କହିଛନ୍ତି । ଈଶ୍ୱର (ମୋ) … Read More

ଗୀତା ମାହାତ୍ମ୍ୟ-୧୦: ଧର୍ମ ରକ୍ଷା ପାଇଁ ଈଶ୍ୱର ଧରାପୃଷ୍ଠରେ ପ୍ରକଟ ହୁଅନ୍ତି

ପ୍ରତ୍ୟକ ମନୁଷ୍ୟ ସ୍ୱଧର୍ମ ପାଳନ ବା ନିଜ କର୍ତ୍ତବ୍ୟ ପାଳନ କରିବା ସହ ଇନ୍ଦ୍ରିୟ ବା କାମନା, ବାସନା, ଲୋଭ, ମୋହ, ଆସକ୍ତି ଆଦିରୁ ମୁକ୍ତ ରହିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଜ୍ଞାନଯୋଗ ସମ୍ପର୍କରେ ବୁଝାଇବା ଆରମ୍ଭ … Read More

ଗୀତା ମାହାତ୍ମ୍ୟ-୯: ସ୍ୱଧର୍ମ କଲ୍ୟାଣକର, ଅନ୍ୟଧର୍ମ ଭୟାବହ

ଜୀବ ଅନାଶକ୍ତ ହୋଇ ଈଶ୍ୱରଙ୍କଠାରେ ସମସ୍ତ କର୍ମ ଅର୍ପଣ କରି କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ପ୍ରକୃତିର ନୀତି ନିୟମ ଅନୁସାରେ ନିଜ ଧର୍ମ ପାଳନ କରିବାକୁ ଉପଦେଶ ଦେଇଛନ୍ତି । ଯେଉଁ ମଣିଷ ଦୋଷଦୃଷ୍ଟି … Read More

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ … Read More

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଆତ୍ମାର ନିତ୍ୟତା ସମ୍ପର୍କରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପରେ ଅର୍ଜୁନ ବିଷାଦ ତ୍ୟାଗ କରି ଯୁଦ୍ଧ କରିବାକୁ ପ୍ରସ୍ତୁତ ନହେବାରୁ ଯୁଦ୍ଧକ୍ଷେତ୍ରରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ଭାବେ ବିବେଚନା କରିବାକୁ ପରାମର୍ଶ ଦେଇଛନ୍ତି ।

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

ଭଗବାନ ଶ୍ରୀକୃଷ୍ଣ ଆତ୍ମାର ନିତ୍ୟତା ସମ୍ପର୍କରେ ବୁଝାଇବାକୁ ଯାଇ କହିଛନ୍ତି, ‘ଆତ୍ମା ନାଶରହିତ, ଅପ୍ରମେୟ, ଅବିନାଶୀ ଓ ନିତ୍ୟସ୍ୱରୂପ । ଜୀବର ଶରୀରରେ ଆତ୍ମା ରହିଥିବା ପର୍ଯ୍ୟନ୍ତ ଜୀବ ଜୀବିତ ରହିଥାଏ’ ।