ଗୀତା ମାହାତ୍ମ୍ୟ- ୩୭: ଆତ୍ମା ହେଉଛି କ୍ଷେତ୍ରଜ୍ଞ, ଶରୀରକୁ ଆଲୋକିତ କରିଥାଏ
କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ସଂଶୟ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ କ୍ଷେତ୍ର ଓ କ୍ଷେତ୍ରଜ୍ଞ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବୁଝାଇବାକୁ ଯାଇ କହିଥିଲେ, ଜୀବର ଶରୀର ହେଉଛି କ୍ଷେତ୍ର ଓ ଶରୀର ମଧ୍ୟରେ ଥିବା ଜୀବାତ୍ମା … Read More