ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କର

ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତିରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ଆସକ୍ତିରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି … Read More

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟପରାଜୟରେ ସମତା ରକ୍ଷା ପରାମର୍ଶ ଦେଇ ସୁଖ-ଦୁଃଖ, ଲାଭ-କ୍ଷତିର ପରିଣାମକୁ ସମାନ ଭାବେ ଦେଖିବା ସହ ଭୟ, ଲୋଭ, କ୍ରୋଧ, ମୋହ ଆଦିରୁ ବିରତ ରହିବା ଓ କାମନାମୁକ୍ତ ରହିବା ପାଇଁ କହିଛନ୍ତି ।

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଆତ୍ମାର ନିତ୍ୟତା ସମ୍ପର୍କରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ପରେ ଅର୍ଜୁନ ବିଷାଦ ତ୍ୟାଗ କରି ଯୁଦ୍ଧ କରିବାକୁ ପ୍ରସ୍ତୁତ ନହେବାରୁ ଯୁଦ୍ଧକ୍ଷେତ୍ରରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସମାନ ଭାବେ ବିବେଚନା କରିବାକୁ ପରାମର୍ଶ ଦେଇଛନ୍ତି ।