ଗୀତା ମାହାତ୍ମ୍ୟ-୩୮: ଅଖଣ୍ଡ ଏକରସ ଆନନ୍ଦର ଆଶ୍ରୟ ଶ୍ରୀ କୃଷ୍ଣ
ସତ୍ୱଗୁଣରୁ ଜ୍ଞାନ, ରଜୋଗୁଣରୁ ଲୋଭ ଓ ତମୋଗୁଣରୁ ପ୍ରମାଦ, ମୋହ ଓ ଅଜ୍ଞାନ ଉତ୍ପନ୍ନ ହୁଏ ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇବା ସହ ଏହି ତିନିଗୁଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବୁଝାଇବା ପରେ ଯେଉଁ ପୁରୁଷ ତିନିଗୁଣଠାରୁ ଅନ୍ୟ … Read More