ଜିଓରେ ଜେନେରାଲ୍ ଆଟ୍‌ଲାଣ୍ଟିକ୍‌ର ୬ ହଜାର୫୯୮ କୋଟି ଟଙ୍କା ନିବେଶ

ଭୁବନେଶ୍ୱର , (ଓଡ଼ିଶା ଟାଇମ୍‌): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମାନସପୁତ୍ର ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍  ବିଶ୍ୱର ପ୍ରମୁଖ ଅଭିବୃଦ୍ଧି ଇକ୍ୱିଟି ସଂସ୍ଥା ଜେନେରାଲ୍ ଆଟ୍‌ଲାଣ୍ଟିକ୍ ୬ ହଜାର୫୯୮ କୋଟି ଟଙ୍କା ନିବେଶ କରିବ। ଏନେଇ ଜିଓ ପକ୍ଷରୁ ଆବଶ୍ୟକ ଘୋଷଣା ହୋଇଛି।  … Read More