ଆମେରିକାର କଂଗ୍ରେସ କମିଟିର ପ୍ରସ୍ତାବ – ମହାତ୍ମା ଗାନ୍ଧୀଙ୍କ ବିଚାର ଯୁବକମାନଙ୍କୁ ଶିକ୍ଷା ଦିଆଯିବ

ଆଜିକାଲି ଆମେରିକାରେ ଚାଲିଥିବା ଉତ୍ତେଜନା ଏବଂ ହିଂସା ମଧ୍ୟରେ କଂଗ୍ରେସ ଦ୍ୱାରା ଏକ ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ମହାତ୍ମା ଗାନ୍ଧୀ, ମାର୍ଟିନ୍ ଲୁଥର୍ କିଙ୍ଗ୍‌ଙ୍କ ଚିନ୍ତାଧାରାକୁ ଯୁବକମାନଙ୍କୁ ଶିକ୍ଷା ଦେବା ପାଇଁ କୁହାଯାଇଛି । ଆମେରିକା ସଂସଦର ଏକ … Read More