ଗହିରମଥା ଅଞ୍ଚଳରୁ ୧୭୫ଟି ବିରଳ ସାର୍କ ଉଦ୍ଧାର

ବେଆଇନ ଭାବେ ବିରଳ ସାର୍କ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଗହିରମଥା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ଜବତ ହୋଇଛି । ଜବତ ହୋଇଥିବା ଟ୍ରଲରରୁ ୧୭୫ଟି ବିରଳ ସାର୍କ ଜବତ ହୋଇଛି । ବେଆଇନ … Read More