ଗୌତମ ନଗରବାସୀ ସାବଧାନ: ଡାକରେ ଆସିଥାଇପାରେ କରୋନା ଭୁତାଣୁ

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରର ଗୌତ୍ତମନଗର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସାବଧାନ। ଲକ୍‌ଡାଉନ୍‌ ସମୟରେ ଯଦି ଆପଣଙ୍କ ଘରକୁ କୌଣସି ଚିଠି ଆସିଛି ତେବେ ତାହା ଆପଣଙ୍କୁ କରୋନା ଭୁତାଣୁ ଆଣିଥାଇପାରେ। ଏଣୁ ଆପଣ ତୁରନ୍ତ ହୋମ୍‌ କ୍ଵାରରେଣ୍ଟାଇନ୍‌ରେ ରହନ୍ତୁ ଆଉ ଲକ୍ଷଣ … Read More