#covid19: ଜୁନ୍ ୩୦କୁ ବଢ଼ିଲା ଆୟକର, ଜିଏସ୍ଟି ରିଟଣ୍ଣ ଦାଖଲ ସମୟ ସୀମା
ଭୁବନେଶ୍ଵର, (ଓଟଇ): କୋଭିଡ୍-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍ଡାଉନ୍କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ … Read More