ବଜେଟରେ ହୋଇପାରେ ଘୋଷଣା : ଜାନୁଆରୀ-ଡିସେମ୍ୱର ଅବଧି ହେବ ଆର୍ଥିକ ବର୍ଷର କାରବାର
ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ବଦଳରେ ଜାନୁଆରୀ-ଡିସେମ୍ୱର କରିପାରନ୍ତି। ପୂର୍ବରୁ ଏନେଇ ଅନେକ ଥର ଚର୍ଚ୍ଚା ହୋଇଛି। ତେବେ ମିଳିଥିବା ବିଶେଷ ସୂଚନା ଅନୁସାରେ ଫେବୃଆରୀ ୧ ତାରିଖ ଅନ୍ତରୀଣ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଘୋଷଣା କରିପାରନ୍ତି। ଏପ୍ରିଲ-ମାର୍ଚ୍ଚ … Read More