ନଜର ପକାଇ ନିଅନ୍ତୁ ଏଇ ଶୁକ୍ରବାର ରିଲିଜ୍ ହେବାକୁ ଥିବା ୮ ନୂଆ ଫିଲ୍ମ ଉପରେ
ମୁମ୍ବାଇ, (ଅମରନାଥ): ନିର୍ବାଚନ ସରିଲା। ଗୁରୁବାର ଫଳାଫଳ ବି ପ୍ରକାଶ ପାଇବ। ଏ ଭିତରେ ଏକ୍ଜିଟ୍ ପୋଲ୍ ଅନୁମାନ କରିସାରିଲେଣି କିଏ ଜିତିବ ଆଉ କିଏ ହାରିବ। ପୁଣିଥରେ ନରେନ୍ଦ୍ରମୋଦି ଦେଶରେ ସରକାର ଗଢ଼ିବେ ବୋଲି ପୂର୍ବ ସୂଚନା ବି ମିଳୁଛି। … Read More