ଫନି ଚିନ୍ତା: ସ୍ଵତନ୍ତ୍ର ଶାଲିମାର ଟ୍ରେନ୍ ସହ ହାଓଡ଼ା ପାଇଁ ୨ ଅତିରିକ୍ତ ଟ୍ରେନ୍ ଘୋଷଣା
ପୁରୀରୁ ବଙ୍ଗୀୟ ପର୍ଯ୍ୟଟକଙ୍କୁ ସୁବିଧାରେ କଲିକତା ଏବଂ ଏହାର ଆଖପାଖ ଅଞ୍ଚଳରେ ପହଞ୍ଚାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଦିନ ୧୨ଟାରେ ସ୍ଵତନ୍ତ୍ର ଶାଲିମାର ଟ୍ରେନ୍ ପୁରୀ ଷ୍ଟେସନ୍ ଛାଡ଼ିବ। ଏହା ସହ ପୁରୀରୁ ହାଓଡ଼ା … Read More