ଫୋନିରେ କ୍ଷତି ଆକଳନ: ଦେଢ଼ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ, ୧୪୫ କୋଟି ଟଙ୍କା ସହାୟତା ଦାବି
ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ରାଜ୍ୟର ଉପକୂଳବର୍ତ୍ତୀ ଆର୍ଥିକ ଓ ଭିତ୍ତିଭୂମି ମେରୁଦଣ୍ଡ କ୍ଷତିଗ୍ରସ୍ତ ହୋଇଛି। ଚାଷ ବାବଦ କ୍ଷୟକ୍ଷତି ଆକଳନ ଶେଷ ହୋଇ ନଥିଲେ ମଧ୍ୟ ପ୍ରାଥମିକ ଆକଳନ ଅନୁସାରେ ପାଖାପାଖି ଦେଢ଼ ଲକ୍ଷ ହେକ୍ଟର ଚାଷ … Read More