ପୁରୀ ଓ ରାଜଧାନୀରେ ଫନିର ତାଣ୍ଡବ

ସାମୁଦ୍ରିକ ଝଡ଼ ଫନିର ପଭ୍ରବାରେ ପୁରୀରେ ଘଣ୍ଟାପ୍ରତି ପବନ ୧୮୦ କିଲୋମିଟର ବେଗରେ ବୋହିଛି। ରାଜଧାନୀ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୧୭୦ କିଲୋମିଟରରେ ବୋହୁଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଫନିର ତାଣ୍ଡବ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। … Read More