ଚୀନ୍ ପାଇଁ ଆଉ ଏକ ଝଟ୍‌କା, ଚୀନ୍‌ କମ୍ପାନୀର ରାଜପଥ ପ୍ରକଳ୍ପ ପାଇଁ ବିଡ୍ ବାତିଲ୍

ଗାଲଭାନ୍ ଭ୍ୟାଲି ଘଟଣା ପରେ ସରକାର, ଜନସାଧାରଣ ଏବଂ କମ୍ପାନୀ ଚୀନ୍ ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ ଦିଗରେ ଦ୍ରୁତଗତିରେ ଗତି କରୁଛନ୍ତି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ସହ ଜଡ଼ିତ ଦୁଇଟି ଜୀନ୍‌ର କମ୍ପାନୀର ଚୁକ୍ତିନାମାକୁ ସରକାର ବାତିଲ କରିଛନ୍ତି । … Read More