ଓଡ଼ିଶାରୁ ବାରୁଦ ଚାଲାଣ ମାମଲା: ମୁଖ୍ୟ ଦଲାଲ୍ ରବିଉଲ୍ ଇସ୍ଲାମ୍ ଗିରଫ
ବାଲେଶ୍ଵର, ( ଦିବ୍ୟଜ୍ୟୋତି ପାତ୍ର): ବାଲେଶ୍ଵରରୁ ପଶ୍ଚିମ ବଙ୍ଗଦେଇ ବାଂଲାଦେଶ ଅଭିମୁଖେ ଯାଉଥିବା ବାରୁଦ ଟ୍ରକ୍ ପଛର କାହାଣୀ ଧିରେ ଧିରେ ପଦାକୁ ଆସୁଛି। ପଶ୍ଚିମବଙ୍ଗ ପୁଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଏ ବିଷୟରେ ଶେଷ ନିର୍ଯାସେ ପାଇ ନଥିବାରୁ ଛାନ୍ଭିନ୍ … Read More