ଏକ୍‌ଜିଟ୍‌ ପୋଲ୍‌ ପ୍ରଭାବ: ସେନ୍‌ସେକ୍ସରେ ୯୨୪ ପଏଣ୍ଟ ଅଭିବୃଦ୍ଧି

ବିଜେପି ନେତୃତ୍ଵାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତାକୁ ଆସିବ ବୋଲି ଭାରତର ସମସ୍ତ ଏକଜିଟ୍‌ ପୋଲ୍‌ ମତ ଦେବା ଅର୍ଥନରତିକ କାରବାର ଉପରେ ପ୍ରଭାବ ପକାଇଛି। ଉଭୟ ନିଫ୍ଟି ଓ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ସକରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। ସେମାବାର ବିଏସ୍‌ଇ … Read More