ଫୋନି ପରେ: ୧୨ ସୁଦ୍ଧା ଭୁବନେଶ୍ଵରର ସବୁ ସ୍ଥାନରେ ବିଜୁଳି ମିଳିବା ସମ୍ଭାବନା
ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ବିଜୁଳି ସରବରାହ ବ୍ୟବସ୍ଥା ସୁରୁଖୁର କରିବାକୁ ଆହୁରି ତିନିଦିନ ସମୟ ଲାଗିବ। ଧାର୍ଯ୍ୟ ଲକ୍ଷ୍ୟଠାରୁ ଦ୍ରୁତ ଗତିରେ କାର୍ଯ୍ୟକୁ ଆଗକୁ ବଢ଼ାଉଥିବା ବିଜୁଳି ବିଭାଗ ୯ ତାରିଖ ସୁଦ୍ଧା ଧାର୍ଯ୍ୟ ସ୍ଥାନଗୁଡ଼ିକ ସହ ଅନ୍ୟ କିଛି ଅଞ୍ଚଳରେ … Read More