କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼ : ବିଜୟଙ୍କ ନିର୍ବାଚନୀ ପ୍ରଚାର ପାଇଁ ପାଟକୁରାରେ ଦିଲୀପ ରାୟ

ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଦିଲୀପ କହିଛନ୍ତି ଯେ, ବିଜୟ ବାବୁ ମୋର ବ୍ୟକ୍ତିଗତ ବନ୍ଧୁ। … Read More