ମୋଦିଙ୍କ କ୍ୟାବିନେଟ୍ରେ ଓଡ଼ିଶା ଗୌଣ
ଭୁବନେଶ୍ଵର, (ଓଟି): ମୋଦିଙ୍କ ୫୮ ଜଣିଆ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶା ଗୌଣ ହୋଇଛି। ଦଳ ଏଥର ଓଡ଼ିଶାରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜ୍ୟର କୌଣସି ନିର୍ବାଚିତ ସାଂସଦଙ୍କୁ ଏଥର କ୍ୟାବିନେଟ୍ ପାହ୍ୟା ମିଳିପାରି ନାହିଁ। ୨୦୧୪ ନିର୍ବାଚନରେ କେବଳ … Read More