୭ ପର୍ଯ୍ୟାୟରେ ନିର୍ବାଚନ, ୧୧ ଏପ୍ରିଲ୍‌ରୁ ଆରମ୍ଭ, ୧୯ ମେ’ରେ ଶେଷ, ୨୩ରେ ଗଣତି

ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୧୧ଏପ୍ରିଲ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୯୧ଟି ନିର୍ବଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ। ୨୦ଟି ରାଜ୍ୟର ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ … Read More