ବୋଲଗଡ-ବେଗୁନିଆ : ନିର୍ଣ୍ଣାୟକ ଭୂମିକାରେ ଡାର୍କହର୍ସ ପ୍ରଦୀପ ସାହୁ

୨୦୧୯ ବିଧାନସଭା ନିର୍ବାଚନର ସବୁଠୁ ମଜାଦାର ଲଢେଇ ଦେଖିବାକୁ ମିଳୁଛି ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀରେ। ଏହି ଆସନଟି ହେଉଛି ପୂର୍ବମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ। ଦୀର୍ଘଦିନ ଧରି ଏହା କଂଗ୍ରେସର ଗଡ଼ ହୋଇରହିଥିଲା। ୨୦୦୦ରେ ବିଜେପିରୁ ପ୍ରଶାନ୍ତ ନନ୍ଦ … Read More

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୪୦୧ କୋଟିପତି ପ୍ରାର୍ଥୀ

ସବୁଠୁ ଗରିବ ପ୍ରାର୍ଥୀଙ୍କ ସମ୍ପତ୍ତି ହେଉଛି ୫୦୦ଟଙ୍କା ନିର୍ବାଚନ ଲଢୁଛନ୍ତି ଓଡ଼ିଶାର ୫୯ କୋଟିପତି ପ୍ରାର୍ଥୀ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ତେଲେଙ୍ଗାନାର ଚେଭେଲା ଲୋକସଭା ଆସନର ମୁକାବିଲା ସଂଖ୍ୟା ଦୃଷ୍ଟିରୁ ରହିଛି ବେଶ ରୋଚକ। ଏଠାରେ ସବୁଠୁ ଧନୀକ ପ୍ରାର୍ଥୀଙ୍କ … Read More

ଇଭିଏମ-ଭିଭିପଟ ମେଳ ଯୋଗୁ ୪ ଘଣ୍ଟା ଡେରିରେ ଆସିବ ନିର୍ବାଚନ ଫଳ

ଆଉ ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଚଳିତ ଥର ଅନ୍ୟୂନ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏଥର ନିର୍ବାଚନ ଫଳ ବାହାରିବାରେ ଅତିରିକ୍ତ ୪ ଘଣ୍ଟା ବିଳମ୍ୱ ହେବାର ଆଶଙ୍କା … Read More

ସ୍ୱାଧିନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ ସିପ୍ରା

ରାଜ୍ୟ ଶାସନ କ୍ଷମତାରେ ଥିବା ବିଜେଡିରେ ଦଳୀୟ ଟିକଟକୁ ନେଇ ଥିବା ଅସନ୍ତୋଷ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସାମ୍ନାକୁ ଆସିଛି। ବିଜେଡିର ଗଡ କୁହାଯାଉଥିବା କେନ୍ଦ୍ରାପଡ଼ାରେ ସ୍ଥାନୀୟ ନେତାଙ୍କ ପରିବର୍ତ୍ତେ ଜିଲ୍ଲା ବାହାରର ନେତାଙ୍କୁ ପ୍ରାର୍ଥୀ କରାଯାଇଥିିବାରୁ ଏହି ଅସନ୍ତୋଷ … Read More

ଜେଲ ଭିତରୁ ନିର୍ବାଚନ ନିୟନ୍ତ୍ରଣ କରୁଥିବା ନେତା

ରାଜନୈତିକ କ୍ଷମତାର ସୁଖ ଉପଭୋଗ କରିଥିବା ବ୍ୟକ୍ତିମାନେ ନିର୍ବାଚନୀ ପରିବେଶରେ କଦାପି ନିଜକୁ ଦୂରେଇ ରଖିପାରିବେ ନାହିଁ। ଏହି ନେତା ଓ ବ୍ୟକ୍ତିମାନଙ୍କୁ ଜେଲର କୋଠରୀରେ ଭର୍ତ୍ତି କରି ଦେଲେ ମଧ୍ୟ ସେମାନେ କୌଣସି ସୁଯୋଗକୁ ହାତଛଡା କରନ୍ତି ନାହିଁ। ଆରଜେଡି … Read More

ବିଜେଡ଼ି ଇସ୍ତାହାର : ମହିଳା, ଚାଷୀ ଓ ଯୁବଗୋଷ୍ଠୀର ବିକାଶକୁ ଗୁରୁତ୍ବ

ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ବିଜେଡ଼ି ନିଜର ନିର୍ବାଚନୀ ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧକ ଗୁରୁତ୍ୱ ଦେଇଛି। ଇସ୍ତାହାର ପ୍ରକାଶ କରିବା … Read More

ନିରଞ୍ଜନଙ୍କ ବିରୋଧରେ ଅସନ୍ତୋଷ ତେଜିଲା

କଂଗ୍ରେସ ନେତୃତ୍ୱ ଦଳରେ ସଂଗଠନ କରୁଥିବା ନେତାମାନଙ୍କୁ କୌଣସି ପ୍ରକାର ସୁଯୋଗ ଦେବାକୁ ଚାହୁଁନାହାନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ଦଳର କାର୍ଯ୍ୟକ୍ରମକୁ ହାତକୁ ନେଇ ସଂଗଠନ ବୃଦ୍ଧି କରୁଛନ୍ତି ସେମାନଙ୍କୁ ନିର୍ବାଚନରେ ଟିକଟ ମିଳୁନାହିଁ। ଏଠାରେ କେବଳ ବାପ ପୁଅଙ୍କ … Read More

ନିର୍ଣ୍ଣାୟକ ଲଢ଼େଇରେ ବିଜେଡି-ବିଜେପି

ଗତ ୪ଟି ନିର୍ବାଚନ ଥିଲା ସମ୍ପୂର୍ଣ୍ଣ ଏକତରଫା। ଫଳାଫଳ ପୂର୍ବାନୁମାନ କରିବା ଅତ୍ୟନ୍ତ ସହଜ ଥିଲା। କିନ୍ତୁ ଏଥର ଜୋରଦାର ଲଢ଼େଇର ସବୁ ପ୍ରକାର ଆଭାସ ମିଳିଗଲାଣି ବିଭିନ୍ନ ନିର୍ବାଚନମଣ୍ଡଳୀରୁ। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ … Read More

ବିଜେପି-ବିଜେଡିରେ ବ୍ୟକ୍ତି କେନ୍ଦ୍ରିକ ପ୍ରଚାର ଶିଖର ଛୁଆଁ

ଦେଶର ରାଜନୀତି ଇତିହାସରେ ୧୬ଟି ସାଧାରଣ ନିର୍ବାଚନ ସରିଯାଇଛି। ଏବେ ୧୭ତମ ସାଧାରଣ ନିର୍ବାଚନର ସମୟ। ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାର ଆଜି ସରିବାକୁ ଯାଉଛି। ସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶା ସମେତ କିଛି ରାଜ୍ୟରେ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନ … Read More

ଭାଇରାଲ ହେଉଛି ‘ରହସ୍ୟମୟ ଆଙ୍ଗୁଠି’

ବିଭିନ୍ନ ଗଣମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ପ୍ରକାଶିତ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହା। ଫଟୋରେ ଜଣେ ଗରିବ ବୟସ୍କା ମହିଳାଙ୍କୁ ରାହୁଲ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ଏହା କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ … Read More