ଅଶୋକଙ୍କ ପାଇଁ ଅଡ଼ୁଆ ଆକାଶ

ଆକାଶ ଦାସନାୟକଙ୍କୁ ଟିକଟ ନଦେଇ ଯେଉଁ ଗୋଟି ଖେଳିଛି ବିଜୁ ଜନତା ଦଳ, ଏବେ ତାହା ଦଳକୁ ମହଙ୍ଗା ପଡ଼ିପାରେ। ଯଦିଓ ଆକାଶଙ୍କୁ ବୁଝାଇବାରେ ଦଳ କିଛି ମାତ୍ରାରେ ସଫଳ ହୋଇଛି, ତଥାପି ଏହା ବିଜେଡି ପ୍ରାର୍ଥୀଙ୍କୁ ବଡ଼ ଅସୁବିଧାରେ ପକାଇବ … Read More

ରାଜନୀତିରେ ଅବସର ବୟସ ସୀମା ସ୍ଥିର କରାଯାଇପାରିବ ନାହିଁ: ସୁମିତ୍ରା

ଟିକେଟ ନମିଳିବାକୁ ନେଇ ମନ ଭିତରେ ଥିବା ଅସନ୍ତୋଷକୁ ବାହାରେ ପ୍ରଘଟ କରୁଛନ୍ତି ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ। ବୟସ ଅଧିକ କାରଣରୁ ତାଙ୍କ ଟିକେଟ କଟାଯାଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏହାର କଡ଼ା ଜବାବ ଦେଇଛନ୍ତି ସୁମିତ୍ରା। ସେ କହିଛନ୍ତି ଯେ, … Read More

ଦୁଇଟି ଆସନ ଜିତିଲେ ଭଉଣୀଙ୍କ ପାଇଁ ଛାଡିଦେବେ ଆମେଥି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଉତ୍ତରପ୍ରଦେଶର ଆମେଥି ଏବଂ କେରଳର ବାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ବିଶେଷଜ୍ଞମାନେ ଏହି ଦୁଇଟି ଆସନରେ ରାହୁଲ ଜିତିବାର ବଡ଼ ଆଶା ରଖିଛନ୍ତି। ଯଦି ରାହୁଲ ଏହି ଦୁଇଟି ଆସନ ଜିତିବାରେ ସଫଳ … Read More

୧୦ ଦିନ ଭିତରେ ତିନିଟି ଦଳ ବଦଳେଇଲେ ଦେବୀ

ବାଲେଶ୍ୱର ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଦଳ ବଦଳରେ ରାଜ୍ୟର ସମସ୍ତ ରେକର୍ଡ଼କୁ ଭଙ୍ଗ କରିଦେଇଛନ୍ତି। ତାଙ୍କୁ କ୍ଷମତା ନିଶା ଏପରି ଘାରିଛି ମାତ୍ର ୧୦ ଦିନ ଭିତରେ ୩ଟି ଦଳରେ ଯୋଗ ଦେଇସାରିଲେଣି। ଦେବୀ ୨୦୦୯ରେ … Read More

ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ : ଶାହ

ରାଜ୍ୟରେ ବିଜେପି ସରକାର ଆସିଲେ ଚିଟଫଣ୍ଡ ଅଭିଯୁକ୍ତମାନଙ୍କୁ ଜେଲ୍‌ ପଠାଯିବ ବୋଲି ଘୋଷଣା କରିଛନ୍ତି ଶାହ। ବିଜେପି ସରକାର ଆସିଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ ଏବଂ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ … Read More

ଲୋକସଭା ନିର୍ବାଚନରେ ‘ୟଙ୍ଗ କ୍ୟାଣ୍ଡିଡେଟ’

ଚଳିତ ନିର୍ବାଚନରେ ୪୦ବର୍ଷରୁ କମ‍୍‌ ବୟସର ୧୩% ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି ୩୦ରୁ କମ‍୍‌ ବୟସର ପ୍ରାର୍ଥୀଙ୍କ ସଂଖ୍ୟା ୨.୨% ୨୨% ପ୍ରତିଶତ ସାଂସଦ ପ୍ରାର୍ଥୀଙ୍କ ବୟସ ୪୫ବର୍ଷରୁ କମ‍୍‌ ଦେଶର ଶାସନ ଡ଼ୋର ସମ୍ଭାଳିବାକୁ ନେତାମାନଙ୍କର କିଛି ଅଭତଜ୍ଞତା ରହିବା … Read More

ସିଦ୍ଧୁଙ୍କ ବୟାନକୁ ନେଇ ବିରୋଧ ପ୍ରଦର୍ଶନ

ବାରମ୍ବାର ମୋଦୀ ସରକାରଙ୍କୁ ଟାର୍ଗେଟ କରି ବିବାଦରେ ଛନ୍ଦି ହୋଇ ଚାଲିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ । ପୂର୍ବରୁ ଅନେକ ଥର ସେ ମୋଦୀଙ୍କୁ ନେଇ କଟାକ୍ଷ କରିଥିବା ବେଳେ ଏବେ ପୁଣି ଥରେ … Read More

କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ଆପ୍‌ ମେଣ୍ଟ ହେବନି

ଆପ୍-କଂଗ୍ରେସ ମେଣ୍ଟ ହେବ ନାହିଁ। କଂଗ୍ରେସ ସହ ମେଣ୍ଟକୁ ଆପ୍‌ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ ସହ ମେଣ୍ଟ ହେବାର ସବୁ ବାଟ ବନ୍ଦ ହୋଇଯାଇଛି। ‌ମେଣ୍ଟ ହେଲେ ଏହା ବିଜେପିକୁ ଫାଇଦା ‌ହେବ। ତେଣୁ କଂଗ୍ରେସ ସହ କୌଣସି ବି ରାଜ୍ୟରେ … Read More

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨,୬୨୬ କୋଟି ଜବତ

ନିର୍ବାଚନ କମିଶନ ଆଜି ସନ୍ଧ୍ୟା ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ନଗଦ ଓ ସାମଗ୍ରୀ ଆକାରରେ ମୋଟ ୨,୬୨୬ କୋଟି ଟଙ୍କା ଜବତ କରିଛନ୍ତି। ଏଥିରେ ନଗଦ ୬୦୭ କୋଟି ଟଙ୍କା ଥିବା ବେଳେ ୧୯୮ କୋଟି ଟଙ୍କା ମୂଲ୍ୟର ମଦ … Read More

ଓଡ଼ିଶାର ହିମନ୍ତ ବନିବା ପଥରେ ବୈଜୟନ୍ତ

ସମାନତା ଅନେକ, କେବଳ ସଫଳତାକୁ ଅପେକ୍ଷା। ଓଡ଼ିଶା ଓ ଆସାମ ମଧ୍ୟରେ ଭୌଗୋଳିକ ଦୂରତ୍ୱ ରହିଛି। ତେବେ ଭାବଗତ, ସାଂସ୍କୃତିକ ଓ ଧାର୍ମିକ ଭାବଧାରାରେ ଓଡ଼ିଶା ଓ ଆସାମ ମଧ୍ୟରେ ସମ୍ପର୍କ ଖୁବ ଘନିଷ୍ଠ। ଭାଷାଗତ ସମାନତା ମଧ୍ୟ ଅନେକ ପରିମାଣରେ … Read More