ଧର୍ମେନ୍ଦ୍ରଙ୍କ ଋଣ ସୁଝିଲେ ନବୀନ

ବିଜେପିର ଫିକ୍ସିଂ ମାଷ୍ଟର ଭାବେ ଅଭିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଣ ନବୀନ ପଟ୍ଟନାୟକ ସୁଝିବାରେ ଆଦୌ ବିଳମ୍ୱ କରିନାହାଁନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ଏବେ କହିବାରେ ଲାଗିଛନ୍ତି। ଏହି ନେତାମାନଙ୍କର କହିବା କଥା ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ପଶ୍ଚିମ … Read More

ମୋଦି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ନବୀନ

ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି। ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି … Read More

ରାଜ୍ୟରେ ‘ସ୍ଥିର’, କେନ୍ଦ୍ରରେ ‘ଅସ୍ଥିର’ ସରକାର କାହିଁକି ଚାହୁଁଛନ୍ତି ନବୀନ?

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଆରମ୍ଭ କଲାବେଳେ କେନ୍ଦ୍ରରେ ଖେଚୁଡ଼ି ସରକାର ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଖେଚୁଡ଼ି ସରକାରରେ ତାଙ୍କ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ ବୋଲି ସେ … Read More

ବିଜେପି ସର୍ଭେ : ବଡ଼ କଷ୍ଟରେ ମୋଦି ସରକାର

ଚଳିତ ନିର୍ବାଚନରେ ମୋଦି ଓ ଶାହଙ୍କ ବିଜେପିର ସ୍ଲୋଗାନ ‘ଅବକି ବାର – ଚାର ଶୋ ପାର’। ଉତ୍ତରପ୍ରଦେଶରୁ ନିର୍ବାଚନରେ ବିଜେପି ୭୩ଟି ଆସନରେ ବିଜୟୀ ହେବ ବୋଲି ଶାହ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏହି ସଂଖ୍ୟାରୁ କମ ହୁଏ … Read More

ମହାମେଣ୍ଟ ସହଯୋଗୀଙ୍କୁ ଭୋଟ ନ ଦେବାକୁ ମମତାଙ୍କ ଅପିଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ହୋଇଥିବା ବିରୋଧିଙ୍କ ମହାମେଣ୍ଟରେ ଏବେ ବିଭିନ୍ନ ଦଳର ନେତାମାନଙ୍କର ଦୂରତା ବଢ଼ିବାରେ ଲାଗିଛି। ଏହି ମହାମେଣ୍ଟରେ ସାମିଲ ହୋଇଥିବା ଦଳର ନେତାମାନେ ନିଜର ଭବିଷ୍ୟକୁ ନେଇ ପ୍ରଥମରୁ ଚିନ୍ତାରେ ଅଛନ୍ତି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ … Read More

ନବୀନଙ୍କ ପ୍ରଶ୍ନ ; ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁଠାରୁ ନିର୍ବାଚନ ଲଢୁଛନ୍ତି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନିର୍ବାଚନ ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱର ଭଉଁରୀ ବସାରେ ଆଜି ହାତ ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ … Read More

ମୋଦୀଙ୍କ ଅଜବ ପ୍ରତିଦ୍ୱନ୍ଦ୍ୱୀ

ତାମିଲ୍‌ନାଡୁର ୧୧୧କୃଷକ କୋଲକାତା ହାଇକୋର୍ଟ ଜଜ୍‌ ଭୀମ‍୍‌ ସେନା ମୁଖ୍ୟ ଚନ୍ଦ୍ରଶେଖର ବିଏସଏଫ ଯବାନ ସଙ୍କଟ ମୋଚନ ମନ୍ଦିରର ମହନ୍ତ ଚଳିତ ନିର୍ବାଚନରେ ବାରଣାସୀରୁ ଅନେକ ନିଆରା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। କୋଲକାତା ହାଇକୋର୍ଟ ଜଜ୍‌ଙ୍କଠାରୁ … Read More

ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ପୀତାମ୍ୱର

ବାମନ ଯେତେବେଳେ ବଟବୃକ୍ଷକୁ ଉପାଡ଼ିବା ପାଇଁ ଗଛକୁ ଦୋହଲେଇ ଥାଏ ସାଧାରଣତଃ ଲୋକେ ହସିଥାନ୍ତି। ହେଲେ ଯଦି ବର ଗଛଟିର ଚେର ଦୁର୍ବଳ ହୋଇଯାଇଥାଏ, ଆଉ ବାମନ କିଛି ବଳ ପ୍ରୟୋଗ କରିବା ସହ ବୁଦ୍ଧି ଖଟାଏ ନିଶ୍ଚୟ ଗଛଟି ଉପୁଡିଯାଇପାରେ। … Read More

କେବେ ଆସିବେ ରାହୁଲ ଓ ପ୍ରିୟଙ୍କା?

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ଦଳ ପାଇଁ କଷ୍ଟେମଷ୍ଟେ ପ୍ରଚାର ଚଳାଇଛନ୍ତି। ମୁହଁ ପୋତି ଲେଖା ଭାଷଣ ପଢନ୍ତୁ ପଛେ, କିନ୍ତୁ ପ୍ରୟାସରେ କୌଣସି କମି ଦେଖାଯାଉନାହିଁ। ତା’ଛଡ଼ା ବିଜୁ ଜନତା ଦଳର ମଜଭୁତ … Read More

ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆ ନେଟୱାର୍କର ଲଢ଼େଇ

୨୦୧୯ ଲୋକସଭା ନିର୍ବାଚନରେ ସୋସିଆଲ ମିଡିଆର ବ୍ୟବହାର ପୂର୍ବ ନିର୍ବାଚନ ତୁଳନାରେ ବେଶ ଅଧିକ ରହିଛି। ରାଜନୈତିକ ଦଳମାନେ ସୋସିଆଲ ମିଡିଆରେ ପ୍ରଚାରକୁଦେଉଛନ୍ତି ଅଧିକ ଗୁରୁତ୍ୱ। ଭିଡିଓ ଷ୍ଟ୍ରିମିଂ, ଫଟୋ ସିରିଜ, ମେସେଜ, ମଜାକଥା, ସ୍ଲୋଗାନ ଇତ୍ୟାଦି ଅଧିକରୁ ଅଧିକ ଲୋକଙ୍କ … Read More