ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼!

ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକ ଅଟକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କାରକେଡ ଉପରକୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟାଠାରେ ଅଣ୍ଡାମାଡ଼ ହୋଇଥିବା ଆଲୋଚନା ହେଉଛି। ନବୀନଙ୍କ ଉପରକୁ ଅଣ୍ଡାମାଣ୍ଡ ପରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ମାର୍ଚ୍ଚ … Read More

ଦିଲ୍ଲୀରେ କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ମେଣ୍ଟ ସପକ୍ଷରେ ଟ୍ଵିଟ୍‌ କଲେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସହ ମେଣ୍ଟ ଗଢ଼ିବା ନେଇ ୟୁଟର୍ଣ୍ଣ ନେଇଛନ୍ତି। କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ୍‌ ଗଢ଼ିବ ନାହିଁ ବୋଲି ପୂର୍ବରୁ ପ୍ରକାଶ ପାଇଥିଲେ ବି ରାହୁଲ କିନ୍ତୁ ଭିନ୍ନ ଇଙ୍ଗିତ ଦେଇଛନ୍ତି। … Read More

ଅଫିସର ଲଢ଼େଇ : ଅରୁପଙ୍କଠାରୁ ଅପରାଜିତା ଆଗରେ

କଇଁଛକୁ ହେୟଜ୍ଞାନ କରି ଠେକୁଆ ଦୌଡରେ ହାରିଯିବା କଥା ସମସ୍ତେ ଜାଣନ୍ତି। ପିଲାବେଳେ ବହିରେ ସମସ୍ତେ ନିଶ୍ଚୟ ପଢ଼ିଥିବେ, ନହେଲେ ଗପଟି କାହାଠୁ ଶୁଣିଥିବେ। ବର୍ତ୍ତମାନ ଏମିତି ଜଣେ ଚତୁର ଠେକୁଆକୁ ଦେଖିବାକୁ ମିଳିଛି ଓଡ଼ିଶା ରାଜନୀତିରେ। ତାହା ପୁଣି ରାଜଧାନୀର … Read More

ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!

ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ? ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ … Read More

ଏହି କାରଣଗୁଡ଼ିକ ବିଜେପିର ଆସନ ସଂଖ୍ୟା ସ୍ଥିର କରିବ

୨୦୧୪ରେ ସାଧାରଣ ନିର୍ବାଚନ ପ୍ରଚାରବେଳେ କ୍ଷମତାରେ ନଥିଲା ଏନଡିଏ। ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଅଲ ଆଉଟ ଆଟାକ ମୋଡ଼ରେ ଯାଇ ପ୍ରଚାର କରିବାକୁ ମିଳିଯାଇଥିଲା ସୁବିଧା। ୟୁପିଏ ସରକାର ଉପରେ ମୋଦୀଙ୍କର ତୀବ୍ର ଭାଷଣ ବାଜି ବଡ଼ … Read More

ବିଜେପିର ନମ୍ୱର-୨ ନେତାଙ୍କ ପାଇଁ ନମ୍ୱର-୧ ଆସନ ହେଉଛି ଗାନ୍ଧୀନଗର!

ବିଜେପିର ବରିଷ୍ଠ ନେତାଙ୍କ ପାଇଁ ଗାନ୍ଧୀନଗର ଲୋକସଭା ଆସନ ୧୯୮୯ ମସିହାରୁ ଏକ ସୁରକ୍ଷିତ ଆସନ ହୋଇ ରହିଆସିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ୧୯୯୬ ମସିହାରେ ଏହି ଆସନରୁ ଜିତିଥିଲେ। ୧୯୯୮ରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଜିତିଥିଲେ ଏହି … Read More

‘ମେଣ୍ଟ ଭାଙ୍ଗି ଦେବେ ମାୟାବତୀ, ବାନରଙ୍କ ଭଳି ବୁଲିବେ ଅଖିଳେଶ

ଉତ୍ତରପ୍ରଦେଶ ବିଜେପିର ବରିଷ୍ଠ ନେତା ନରେଶ ଅଗ୍ରୱାଲ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ସେ ଏସପି-ବିଏସପି ମେଣ୍ଟ ନେଇ ମନ୍ତବ୍ୟ ଦେଇଛନ୍ତି। ନରେଶ ଅଗ୍ରୱାଲ ଯେ, ଏହି ମେଣ୍ଟ ଭୋଟ ଘୋଷଣା ହେବାର ପରଦିନ ହିଁ … Read More

ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସୁଛି ; କଂଗ୍ରେସର ଦିଲ୍ଲୀରୁ କେହି ଆସୁନାହାଁନ୍ତି

୧ମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ସରିଲା। ୧୮ ତାରିଖରେ ହବାକୁ ଯାଉଛ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୧୬ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ। କହିବାକୁ ଗଲେ ହାତରେ ଆଉ ଦି’ଦିନ। ୧୬ ତାରିଖରେ ଆସୁଛନ୍ତି ମୋଦୀ। ଭୁବନେଶ୍ୱର ଓ ସମ୍ୱଲପୁରରେ … Read More

ବୌଦ୍ଧ ବିଧାନସଭା : ବିଜେଡି-ବିଜେପି କଡ଼ା ଟକ୍କର

ଏବେ ଚୈତ୍ର ମାସ ଟାଣ ଖରା। ଦିନ ବେଳା ଘରୁ ବାହାରିବା ବଡ ମୁସ୍କିଲ। ଦିନ ୧୧ଟା ହେଲେ ରାସ୍ତା ଘାଟ ଶୁନଶାନ ହୋଇପଡୁଛି। କିନ୍ତୁ ବର୍ତ୍ତମାନ ସାରା ଦେଶରେ ସାଧାରଣ ନିର୍ବାଚନ ଚାଲିଥିବାରୁ ଖରା ତାତିକୁ ପଛରେ ପକାଇଛି ଏହି … Read More

ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More