କେବଳ ବିଜେଡିକୁ ଯାଉଛି ଭୋଟ‍୍‌

ଆଜି ସୁବର୍ଣ୍ଣପୁର ଜିଲା ସୋନପୁର ବିଧାସଭା ନିର୍ବାଚନ ମଣ୍ଡଳୀର ସାଲେପାଲି ୧୧୮ ନଂ ବୁଥ୍‌ରେ ଆଜି ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି। ସକାଳେ ସମସ୍ତ ଦଳର ଏଜେଣ୍ଟମାନଙ୍କୁ ନେଇ ହୋଇଥିବା ମକ୍‌ପୋଲ୍‌ ସମୟରେ ଇଭିଏମ୍‌ରେ ତ୍ରୁଟି ଥିବା ଜଣା … Read More

ସୁସ୍ଥ ବିଜେପି, ଅସୁସ୍ଥ କଂଗ୍ରେସ, କୋମାରେ ବିଜେଡି

କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିମଧ୍ୟରୁ ୪ଟି ବିଧାନସଭାମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଇଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀମାନଙ୍କର ଭୋଟ ପ୍ରଚାର ଏକରକମ … Read More

ନୟାଗଡ଼-ବଲାଙ୍ଗିରରେ ଭୋଟ ବର୍ଜନ

ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନ ପ୍ରକ୍ରିୟା ଆରମ୍ଭରୁ ବିଭିନ୍ନ ସମସ୍ୟା ଦେଖାଦେଇଛି। କିଛି ସ୍ଥାନରେ ଇଭିଏମରେ ଯାନ୍ତ୍ରିକ … Read More

ପୁରୀ: ଗୁରୁ ଶିଷ୍ୟ ଲଢ଼େଇ ତୀବ୍ର

ରାଜ୍ୟର ନିର୍ବାଚନମଣ୍ଡଳୀ ମଧ୍ୟରୁ ଶ୍ରୀକ୍ଷେତ୍ରରେ ଏବେ ପ୍ରଭୁଙ୍କ ଆୟୂଧ ଶଙ୍ଖ ପଦ୍ମ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଜାତୀୟସ୍ତରର ଦଳ ବିଜେପି ପ୍ରଚାର ପ୍ରସାରରେ ଆଗୁଆ ରହିଛି। ପରିବର୍ତ୍ତନର ସ୍ୱରକୁ ଆପଣେଇଲେଣି ଜନତା। ପୁରୀ ବିଧାନସଭାରୁ ଜୟନ୍ତ କୁମାର ଷଡଙ୍ଗୀ ବିଜେପିର … Read More

ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂସାମାରି ବୁଥ୍‌ରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୋଟ୍ ଦେବାକୁ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଉଛନ୍ତି ନଟବର ବେହେରା। ନଟବର ଭୋଟ୍‌ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ହଠାତ୍‌ସେ ତଳେ … Read More

ମୋଦୀ-ନବୀନ ଲଢ଼େଇରେ କମ୍ପୁଛି ଓଡ଼ିଶା

ସାରା ଦେଶରେ ଦଳ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି ମୋଦୀ। ନବୀନ କେବଳ ଓଡ଼ିଶା ପାଇଁ। ଓଡ଼ିଶାରେ ମୋଦୀଙ୍କୁ ପ୍ରଚାରରେ ବଡ଼ ସହାୟତା ଯୋଗାଉଛନ୍ତି ସ୍ଥାନୀୟ ନେତା। ନବୀନଙ୍କ ପାଇଁ କେହି ନାହାନ୍ତି। ମୋଦୀ କହୁଛନ୍ତି ଡବଲ ସରକାର କଥା। ନବୀନଙ୍କ … Read More

କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି … Read More

ତୃଣମୂଳ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବାଲାଂଦେଶୀ ହିରୋର ଭିସା ଜବତ

ବାଂଲାଦେଶୀ କଳାକାର ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣମୁଳ କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ପଡ଼ିଛନ୍ତି। ବାହାର ଦେଶର ବ୍ୟକ୍ତି ଭାରତରେ ଆସି ନିର୍ବାଚନ ପ୍ରଚାର କରିବା ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେପି ନିର୍ବାଚନ … Read More

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର କ’ଣ କରିଛି? ଜିଲ୍ଲାର ଜାତୀୟ ରାଜପଥ ବାବଦରେ ଆପଣ ପଚାରନ୍ତୁ। ରେଳବାଇରେ ଜିଲ୍ଲା କେତେ ରାଜସ୍ୱ ଦେଉଛି … Read More

ଦାଗୀ ନେତାଙ୍କୁ ପ୍ରାର୍ଥୀ କରିବାରେ ବିଜେପି-କଂଗ୍ରେସ ଆଗରେ

କଲେଜ ମାଟି ମାଡି ନାହାଁନ୍ତି ୬୮ ପ୍ରାର୍ଥୀ ବିଜେପିର ସଙ୍ଗୀତା ସିଂହଦେଓ ଧନୀ ସାଂସଦ ପ୍ରାର୍ଥୀ ବିଧାନସଭା ପ୍ରାର୍ଥୀ ତାଲିକାରେ ନବୀନ ପଟ୍ଟନାୟକ ଧନୀ ପ୍ରାର୍ଥୀ ବିଜେପିର ୧୮ଜଣ, କଂଗ୍ରେସର ୧୦ଜଣ, ବିଜେଡିର ୧୧ଜଣ ଏବଂ ବିଏସପିର ୪ଜଣ ପ୍ରାର୍ଥୀଙ୍କ ବିରୋଧରେ … Read More