ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଜ୍ଞା ସିଂ ଠାକୁର

ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ … Read More

ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ଟିକୁ ଆକ୍ରମଣ

ମାଜିଷ୍ଟ୍ରେଟ୍‌ଙ୍କ ସହ ୩ ଆହତ ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁଣି ଥରେ ଶାସନ ଗାଦିରେ ବସିବାକୁ ଶାସକ ଦଳ ବିଜେଡ଼ି ଅର୍ଥ ଓ ବାହୁବଳକୁ ପ୍ରୟୋଗ କରିବାକୁ ଉଦ୍ୟମ କରୁଛି । ବିଭିନ୍ନ ସ୍ଥାନରେ … Read More

ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା

ରାଜ୍ୟରେ ପ୍ରଥମ  ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍‍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୨୮ଟି … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା : କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ

ନିର୍ବାଚନ ସକାଶେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଗଲା। ଆଉ ବାକି ରହିଲା ଗୋଟିଏ ପର୍ଯ୍ୟାୟ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ। ସତେ ଯେମିତି କଂଗ୍ରେସ ସକାଶେ ଓଡ଼ିଶା ବିଧାନସଭା କିମ୍ବା ଲୋକସଭା ଆସନର … Read More

ରାହୁଲ ଗାନ୍ଧୀଙ୍କ ନାଗରିକତା ନେଇ ପ୍ରଶ୍ନ

ଆମେଥି ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧିନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାମ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆମେଥିର ରିଟର୍ଣ୍ଣିଂ ଅଫିସର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ … Read More

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ … Read More

ଏଥର ଫୋକସ ଉପକୂଳ ଓ ଉତ୍ତର

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଛି। ଆଉ ଦୁଇ ପର୍ଯ୍ୟାୟ ବାକି ଅଛି। ସରିଯାଇଥିବା ଦୁଇ ପର୍ଯ୍ୟାୟରେ ୯ଟି ଲୋକସଭା ଏବଂ ୬୩ଟି ବିଧାନସଭା ଆସନ ପାଇଁ ଭୋଟ ସରିଛି। କେତେକ ସ୍ଥାନରେ ଇଭିଏମ ଗଡବଡ଼ି ଓ … Read More

ନବୀନଙ୍କ ପ୍ରଶ୍ନ :ବିଜେପି ନେତା କୋଇଲା ବେପାରରେ ସମ୍ପୃକ୍ତ ଥିବାରୁ ରାଜ୍ୟ ରାଜସ୍ୱ ହରାଉଛି କି?

କୋଇଲା ବେପାରରେ ବିଜେପି ନେତାଙ୍କ ସମ୍ପୃକ୍ତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କା ହାରାଉଛି କି ବୋଲି ଘଣ୍ଟପଡ଼ା ନୋଡାଲ୍‌ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଡ଼ିଆରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିର୍ବାଚନ … Read More

୨ୟ ପର୍ଯ୍ୟାୟ ନିର୍ବାଚନ : ଇଭିଏମ୍‌ରେ ୨୫ ବିଧାୟକଙ୍କ ଭାଗ୍ୟ

ବିଧାନସଭାର ବାଚସ୍ପତି, ତିନି ପ୍ରମୁଖ ଦଳର ବିଧାୟକ ଦଳ ନେତା ଏବଂ ୪ ଜଣ ମନ୍ତ୍ରୀଙ୍କ ସମେତ ୨୫ ଜଣ ବିଧାୟକଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ବିଧାୟକ ନେତା ନବୀନ ପଟ୍ଟନାୟକ ହିଞ୍ଜିଳି … Read More

ସାରା ରାଜ୍ୟରେ ବିଜୁ ଗୁଣ୍ଡା ବାହିନୀର ଆତଙ୍କରାଜ

ଚଳିତ ନିର୍ବାଚନ ରାଜନୈତିକ ହିଂସାକାଣ୍ଡ ଯୋଗୁଁ ସାରା ରାଜ୍ୟ ଏବେ ଅଶାନ୍ତ ହୋଇପଡ଼ି। ଶାସକ ଦଳର କର୍ମୀଙ୍କ ଗୁଣ୍ଡାରାଜ ଯୋଗୁଁ ବିଜେପି କର୍ମୀ ମୃତ୍ୟୁବରଣ କରିଥିବା ରାଜ୍ୟବାସୀ ଦେଖିବାକୁ ପାଇଥିବାବେଳେ ପ୍ରାର୍ଥୀମାନେ ବି ଏଥିରୁ ବର୍ତ୍ତିନାହଁନ୍ତି। ସ୍ଥିତି ଏପରି ହୋଇଛି ବିଜେପି … Read More