ବିଜେପିକୁ ଯିବେ ବିଜେଡି ସାଂସଦ ରୀତା ତରାଇ!

ଓଡ଼ିଶାରେ ନିର୍ବାଚନୀ ତାତି ଏବେ ଚରମରେ ପହଞ୍ଚିଛି।। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସକାଶେ ନୋଟିଫିକେସନ ଜାରି ହୋଇଯାଇଥିଲା ବେଳେ କିଛି ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ ବି କରିସାରିଲେଣି। ତେବେ ତା’ରି ଭିତରେ ଦଳବଦଳ ମଧ୍ୟ ଖୁବ … Read More

୨୯ରେ ପ୍ରଧାନମନ୍ତ୍ରୀ ଜୟପୁର ଆସିବେ

ନିର୍ବାଚନ ପ୍ରଚାରରେ ଆସନ୍ତା ୨୯ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା କୋରାପୁଟର ଜୟପୁରକୁ ଆସି ସେଠାରେ ନିର୍ବାଚନ ସଭାରେ ଭାଷଣ ଦେବେ। ଗତ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିଥିଲେ। … Read More

କଂଗ୍ରେସ ଭବନରେ ଧାରଣା : ଟଙ୍କା ନେଇ ଦିଆଯାଉଛି ଟିକେଟ

ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଞ୍ଜନ  ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଗଷ୍ଟ ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିଆ … Read More

ହତାଶ ହେବେ ଛାତ୍ର ନେତା ?

ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଉଥିବାବେଳେ କୌଣସି ଦଳର ଛାତ୍ରନେତାଙ୍କ ନାମ ଚର୍ଚ୍ଚାକୁ ନଆସିବା ଏବେ ଅନେକଙ୍କୁ ହତାଶ କରିଛି। ବିଶେଷକରି ବିଜେଡିରୁ ଟିକଟ ପାଇବାପାଇଁ ପାଗ ବାନ୍ଧିଥିବା କିଛି … Read More

ପ୍ରାର୍ଥୀ ତାଲିକା ଦେଖି ଉପକୂଳ ନେତା ଛାନିଆ

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଦେଖି ଏବେ ଦଳର ଉପକୂଳିଆ ନେତା ଛାନିଆ। ବିଶେଷକରି ୭ ସାଂସଦଙ୍କୁ ଟିକଟ ନମିଳିବା, ଦଳଡିଆଁ ମାନଙ୍କୁ ଗୁରୁତ୍ୱ ଦିଆଯିବା ଓ ନାଁ ଗାଁ ଶୁଣାନଥିବା ବ୍ୟକ୍ତିଙ୍କୁ ଟିକଟ ମିଳିବା ଏବେ ଉପକୂଳ ବିଜେଡି ସାଂସଦ, … Read More

ମଇଦାନରେ ୨୨୯୩ ଦଳ

ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, … Read More

ଟାଇମ୍ସ ନାଓ-ଭିଏମଆର ସର୍ଭେ: ଏନଡ଼ିଏ-୨୮୩ : ୟୁପିଏ-୧୩୫

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ … Read More

ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ। ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ … Read More

କେମ୍ୱ୍ରିଜ ଏନାଲିଟିକା ମଡେଲକୁ ନେଇ ଶାସକଦଳରେ ଆତଙ୍କ ଓ ଅସନ୍ତୋଷ

ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି … Read More