ନୂଆ ଅବତାରରେ ରାହୁଲଙ୍କ ‘ଗରିବୀ ହଟାଅ’

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ବଡ ଘୋଷଣା କରିଛି। ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ୨୦ ପ୍ରତିଶତ ସବୁଠାରୁ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ବୋଲି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି … Read More

ଘଷିପୁରାରୁ ଆରମ୍ଭ ହେଲା ରାଜନୈତିକ ହିଂସା

ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ଦୁଇ ହାତ- ଗୋଡ଼ କାଟି ହତ୍ୟା ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘଷିପୁରା … Read More

୯୦କୋଟି ଭୋଟରଙ୍କ ପାଇଁ ୩୩ କୋଟି ଟଙ୍କାର କାଳି

ଭାରତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପ୍ରସ୍ତୁତ ପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନର ଏକ ବଡ଼ ଭାଗ ହେଉଛି ଭୋଟିଂ ସମୟରେ ବ୍ୟବହୃତ ହେଉଥିବା କାଳି। ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ୨୬ ଲକ୍ଷ ବୋତଲ କାଳି ଅର୍ଡର କରିଛନ୍ତି। ପାଖାପାଖି … Read More

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ଥିବା ନବରଙ୍ଗପୁରରେ ୪୪,୪୦୮ସର୍ବାଧିକ , ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଥିବା କୋରାପୁଟରେ ୩୩,୨୩୨ ଭୋଟ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ଅର୍ଥାତ ‘ନନ ଅଫ ଦ ଏଭବ’ର ବ୍ୟବହାର କରାଯାଇଥିଲା। … Read More

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!

ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରୀୟ ନେତାଙ୍କ ଆର୍ଶିବାଦ ଯୋଗୁଁ ଦରାକୁ ସରା ମଣୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ଦଳର ଜଣେ ସମର୍ପିତ ନେତା ରାଜ କିଶୋର ଦାସ ଶାସକ ବିଜୁ ଜନତା ଦଳରେ ଯୋଗ … Read More

ଲକ୍ଷ୍ୟ ହୀନ ଏନଜିଓରେ ପରିବର୍ତ୍ତନ ହେବାକୁ ଯାଉଛି ରାହୁଲଙ୍କ କଂଗ୍ରେସ

୨୦୧୯ ନିର୍ବାଚନର ପ୍ରଥମ ଚରଣ ମତଦାନ ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ। ଏବେ ଆସନ୍ତୁ ଦେଖିବା ଏହି ନିର୍ବାଚନୀ ମହାସମର ପାଇଁ କଂଗ୍ରେସ ପାର୍ଟି କେତେ ଦୂର ପ୍ରସ୍ତୁତ ହୋଇଛି। ଏହାର ସେନାପତି, ପଦାତିକ ସୈନିକ କେତେ … Read More

ସମ୍ପୂର୍ଣ୍ଣ ‘ହିନ୍ଦୁତ୍ଵ’ ଆଜେଣ୍ଡାରେ ସମ୍ବିତଙ୍କ ପ୍ରଚାର ଆରମ୍ଭ

ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଚୌକିଦାର ସମ୍ବିତ ପାତ୍ର ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଚେହେରା, ଭାଷା, ପରିବେଷଣ ଣୈଳୀ ଏବଂ ଆଚରଣରେ କେବଳ ‘ହିନ୍ଦୁତ୍ଵ’ ହିଁ ସାମ୍ନାକୁ ଆସିଛି। ଅର୍ଥାତ୍‌ ପୁରୀ … Read More

କଂଗ୍ରେସର ଗରିବୀ କାର୍ଡ : ଗରିବ ପରିବାରକୁ ୭୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବି କାର୍ଡ଼ ଖେଳିଛନ୍ତି। ଦେଶର ୨୫ କୋଟି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ … Read More

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

କାହିଁକି ସଂସଦରେ ଶୁଭୁନି ପୁରୀର ସ୍ୱର ଦେଶକୁ ଦରକାର ମଜବୁତ ସରକାର, ମଜବୁର ସରକାର ନୁହେଁ ଏଥର କେନ୍ଦ୍ରରେ ପୁଣି ଝୁଲା ସରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ତଥା ମୁଖପାତ୍ର ଡା. … Read More

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ … Read More