ନିର୍ବାଚନରେ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକବେଳେ ଓଡିଶାକୁ ମିଳିଛି ମାତ୍ର ୩୨ କମ୍ପାନୀ
ନିର୍ବାଚନ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସଂଖ୍ୟକ ସୁରକ୍ଷାବଳ ଯୋଗାଉ ନଥିବାରୁ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ରାଜ୍ୟ ପୁଲିସ୍ ପାଇଁ ଆହ୍ୱାନ ହୋଇଛି। ରାଜ୍ୟ ସରକାର ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକ କରୁଥିବାବେଳେ ଓଡିଶାକୁ ମିଳିଛି ମାତ୍ର ୩୨ … Read More