କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

କଂଗ୍ରେସ ଆଜି ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ବି ରହିଛି। ସେ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହା … Read More

ସରୋଜିନୀ ବିଜେଡିର ବାରିପଦା ପ୍ରାର୍ଥୀ

ଉପ-ବାଚସ୍ପତିଙ୍କ ଟିକେଟ୍ କଟିଲା ୬ ଜଣ ରାଜ୍ୟସଭା ସାଂସଦଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇଛି ବିଜେଡି ବିଜେଡି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଠାରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ପ୍ରାର୍ଥୀ କରିଛି। ଏହା ସହିତ ଉପ-ବାଚସ୍ପତି … Read More

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ … Read More

ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ମତଦାତା ନିର୍ଦ୍ଧାରଣ କରିବେ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଆଉ ମାତ୍ର ଦିନ କେଇଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ହେବ ମତଦାନ। ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି ୨୧୭ ପ୍ରାର୍ଥୀ। ପ୍ରାୟ ୬୦ ଲକ୍ଷ ମତଦାତା ୭ ହଜାର ୨ … Read More

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ବିଜେପି ସଂଗଠନରେ ପ୍ରାର୍ଥୀ ମରୁଡ଼ି ୬୫ଜଣ ଅନ୍ୟଦଳର ନେତା ବିଧାନସଭାରେ ପ୍ରାର୍ଥୀ ୧୨ଜଣ ଅନ୍ୟଦଳର ନେତା ଳୋକସଭାରେ ପ୍ରାର୍ଥୀ ସଂଯୋଗ ବଶତଃ ଆଜି ହେଉଛି ବିଜେପିର ୩୯ତମ ପ୍ରତିଷ୍ଠା ଦିବସରେ। ବିଜେପିର ପ୍ରତିଷ୍ଠା ଦିବସରେ ନିଜ ସଂଗଠନର ନେତାଙ୍କୁ ପ୍ରାର୍ଥୀ ନ … Read More

କେନ୍ଦ୍ରପଡ଼ାରେ ଅନୁଭବଙ୍କୁ ଟକ୍କର ଦେଲେ ବାବୁସାନ

କେନ୍ଦ୍ରାପଡ଼ା ନିର୍ବାଚନ ମଇଦାନରେ ସିନେ ଅଭିନେତାଙ୍କ ଲଢ଼େଇ ଆଜିଠାରୁ ଆରମ୍ଭ ହୋଇଛି। ଜଣେ ଅଭିନେତା ନିଜେ ପ୍ରତିଦ୍ୱନ୍ଦ୍ୱୀ ଥିବାବେଳେ ଆଉ ଜଣେ କା’ ପ୍ରତିଦ୍ୱନ୍ଦ୍ୱୀ ହୋଇ ମିଦାନରେ ଗର୍ଜନ ଆରମ୍ଭ କରିଛନ୍ତି। ନିର୍ବାଚନରେ ଏଭଳି ଅଭିନେତାମାନଙ୍କର ଲଢ଼େି ଆଗାମୀ ଦିନରେ ଆହୁରି … Read More

୫ ଆସନରେ ବଦଳି ପାରନ୍ତି ବିଜେଡି ପ୍ରାର୍ଥୀ

ଟିକଟ ଅଡୁଆ ଛିଣ୍ଡୁନଥିବାବେଳେ ବିଜେଡି ଘୋଷିତ ଆସନରେ ପ୍ରାର୍ଥୀ ବଦଳାଇବାକୁ ପଦକ୍ଷେପ ନେଇଛି। ଶୁକ୍ରବାର ଦିନ ଏହି କ୍ରମରେ କାକଟପୁର ବିଧାନସଭା ଆସନରେ ଘୋଷିତ ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ଘୋଷଣା … Read More

ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କଂଗ୍ରେସ ପାର୍ଟିକୁ କାର୍ଯ୍ୟକାରୀ ସଭାପତି ଯୋଗ ଭଲ ପଡ଼ୁନାହିଁ। ୨୦୦୯ରେ କାର୍ଯ୍ୟକାରୀ ସଭାପତିମାନେ ସଭାପତି କେପିଙ୍କୁ ଏମିତି ଅଡ଼ୁଆରେ ପକାଇଲେ ଯେ, ଶେଷରେ କଂଗ୍ରେସ ଢୋ ହୋଇଗଲା। ପୁଣି ସେହି ଫର୍ମୁଲାକୁ ଆପଣେଇଥିଲେ ରାହୁଲ। ଜଣେ କାର୍ଯ୍ୟକାରୀ ସଭାପତି ନବ ଦାସ … Read More

ମାତ୍ର ୨ଟି ଆସନରୁ ଦୁନିଆଁର ସବୁଠାରୁ ବଡ଼ ପାର୍ଟି ହୋଇଥିବା ବିଜେପିର ଇତିହାସ

ସଫଳତା ଗୋଟିଏ ଦିନର ପରିଶ୍ରମର ଫଳ ନୁହେଁ। ଏଥିପାଇଁ ବର୍ଷ ବର୍ଷ ଧରି ରକ୍ତକୁ ପାଣି ପରି ବୁହାଇବାକୁ ପଡ଼ିଥାଏ। ନିର୍ବାଚନ ଇତିହାସରେ ବିଜେପି ନଜ ସଫଳତାର କାହାଣୀ ଏଭଳି ଲେଖିଛି। ବିଜେପି ଯେତିକି ବଢ଼ିଛି କଂଗ୍ରେସ ସେତିକି ଛିଡ଼ିଛି। ୧୯୮୪ରେ … Read More

୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ ଶୁକ୍ରବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ଅନୁସାରେ ବଡ଼ସାହି ଆସନରୁ ଦେବଯାନୀ ବେହେରା, ସୋରରୁ ସୁରେନ୍ଦ୍ର ପରମାଣିକ, ସିମୁଲିଆରୁ ଅନନ୍ତ ସେଠୀ ଓ ଚାନ୍ଦବାଲିରୁ ଦିଗମ୍ବର ଦାସ ନିର୍ବାଚନ ଲଢ଼ିବେ। ଅଧିକ ଖବର ପାଇଁ କ୍ଲିକ୍‌ … Read More