ଚନ୍ଦ୍ରାଣୀଙ୍କୁ ବିପଦ ବାପା ଓ ଫଟୋ

କେନ୍ଦୁଝରର ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡ଼ୁଆରେ ପଡିଛନ୍ତି। ପ୍ରଥମରୁ ତାଙ୍କ ନାମରେ ତିନିଟି ବାପା ରହିଥିବା ଅଭିଯୋଗ ଉଠିଛି। ଏସମ୍ପର୍କରେ ଚନ୍ଦ୍ରାଣୀ ଏପର୍ଯ୍ୟନ୍ତ ସଫେଇ ଦେଇନାହାଁନ୍ତି। ଠିକ ଏତିକି ବେଳକୁ ଆପତ୍ତିଜନକ ଫଟୋ ବୁଲିଲାଣି ବଜାରରେ। ଏହାକୁ ଦେଖାଇବା … Read More

କଂଗ୍ରେସ କନ୍ଦଳ ବିଜେପି ପାଇଁ ମଉକା

କଂଗ୍ରେସରୁ ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା ରାଜ୍ୟ କଂଗ୍ରେସର କନ୍ଦଳ ଏବେ ଧିରେ ଧିରେ ବଢିବା ସହିତ ବିଜେପି ପାଇଁ ମଉକା ଆଣିଛି। ଯେଉଁସବୁ ସ୍ଥାନରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି ସେଠାରେ କଂଗ୍ରେସ ଭୋଟକୁ ନିଜ ଆଡକୁ ଆଣିବାକୁ … Read More

ଭୋଟ ପାଇଁ ଆଣ୍ଠେଇ ନମସ୍କାର କଲେ ପୂର୍ବତନ ଡ଼ିଜି

ଭୋଟ ଆସିଲେ ନେତାମାନେ କେତେ କ’ଣ ଅଭିନୟ କରନ୍ତି ଓ କହନ୍ତି ତାହା ସର୍ବଜନ ବିଦିତ। କିନ୍ତୁ ପୁଲିସ‍୍‌ ଅଫିସର ଲୋକଙ୍କୁ ଧମକାଇବାର ଦେଖିବାକୁ ମିଳିଥାଏ। ଚଳିତ ନିର୍ବାଚନରେ ପୁଲିସ‍୍‌ ଅଧିକାରୀଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଛି। କଟକ ଲୋକସଭା ନିର୍ବାଚନ … Read More

ରାଜ୍ୟ କଂଗ୍ରେସରେ ପରିବାରବାଦ ଅଧିକ

୨ୟ ନମ୍ୱରରେ ବିଜେଡି ଓ ୩ୟରେ ବିଜେପି ଭାରତରେ ପରିବାରବାଦ ରାଜନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବ ନିର୍ବାଚନ ତୁଳନାରେ ଏଥର ନିର୍ବାଚନରେ ପରିବାର ସଦସ୍ୟ ବା ରାଜନୈତିକ ଉତ୍ତରାଧିକାରୀଙ୍କ ସଂଖ୍ୟା ଅଧିକ ବୋଲି କୁହାଯାଉଛି । … Read More

ଦେଶ ବିରୋଧରେ ଯୁଦ୍ଧ କରୁଛି ଫେସବୁକ : ଅଭିଜିତ୍ ଆୟାର ମିତ୍ର

ଫେସବୁକ ବିରୋଧରେ ପୁଲିସ‍୍‌ ଓ ନିର୍ବାଚନ କମିଶନଙ୍କଠାରେ ଅଭିଜିତଙ୍କ ଅଭିଯୋଗ ଦେଶର ଜଣାଶୁଣା ସୁରକ୍ଷା ଓ ନୀତି ବିଶେଷଜ୍ଞ ଅଭିଜିତ୍ ଆୟାର ମିତ୍ର ଦିଲ୍ଲୀ ପୁଲିସ‍୍‌ ନିକଟରେ ସୋସାଲ ମିଡିଆ ନେଟୱର୍କ ଫେସବୁକ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଜିତଙ୍କ ଅଭିଯୋଗ ହେଉଛି, … Read More

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

ଲୋକସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦିନ ତାର ଘୋଷଣା ପାତ୍ର ପ୍ରକାଶ କରିଛି। ବିଜେପି ତାର ଏହି ଘୋଷଣା ପତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ରାଷ୍ଟ୍ରୀୟ ସୁରକ୍ଷା ବ୍ୟତୀତ ଗରିବ, କୃଷକ ଓ ଯୁବକମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି। ଏହା … Read More

ଶଶିଭୂଷଣ ବେହେରା କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ

ବିଜେଡି ଆଜି ରାତିରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଆସନରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜେଡି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେଡି ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କେନ୍ଦ୍ରାପଡ଼ା ଆସନକୁ ଶେଷ ମୁହୂର୍ତ୍ତ … Read More

ଶାହ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା: ଚନ୍ଦ୍ରଶେଖର

ଅମିତ ଶାହ ଭାରତ ବର୍ଷର ନୁହେଁ ଆନ୍ତର୍ଜାତିକ ସ୍ତରରେ ସବୁଠାରୁ ବଡ଼ ଗୁଣ୍ଡା । ତାଙ୍କୁ ଗୁଜରାଟରୁ ତଡ଼ିପାର କରାଯାଇଥିଲା । ଆଉ ଆଜି ସେ ବିଜେପିର ବଡ଼ପଣ୍ଡା ପାଲଟିଛନ୍ତି । ଓଡ଼ିଶା ଲୋକଙ୍କ ଉପରେ ତାଙ୍କର କୌଣସି ପ୍ରଭାବ ପଡ଼ିବ … Read More

ଟିକେଟ୍ ଫେରାଇଲେ ସୀତାକାନ୍ତ

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ … Read More

ସଫଳତା ପାଇଁ ବିଜେଡିର ରାଜ୍ୟସଭା ଗୋଟି

ବାରିପଦା ବିଧାନସଭା ଆସନ ପାଇଁ ପରିଶେଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଜଣେ ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ୱ୍ରମଙ୍କୁ ପ୍ରାର୍ଥୀ କଲେ। ଏହାଫଳରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଆଶା ଧୂଳିସାତ ହୋଇଗଲା। ତେବେ ସରୋଜିନୀଙ୍କୁ ମିଶାଇ ଚଳିତ … Read More