ଅପରାଧିକ ପ୍ରାର୍ଥୀଙ୍କୁ ୫୦ପ୍ରତିଶତରୁ ଅଧିକ ଭୋଟ
ଭାରତୀୟ ନିର୍ବାଚନ ରାଜନୀତିର ଧାରା ଦିନକୁ ଦିନ ବଦଳିବାରେ ଲାଗିଛି । ପୂର୍ବରୁ କୌଣସି ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ମତଦାତାମାନେ ପସନ୍ଦ କରୁନଥିଲେ । କିନ୍ତୁ ଏବେ ସମୟ ସହିତ ମତଦାତାଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସିଛି । ମତଦାତାମାନେ … Read More