ଭୁବନେଶ୍ୱରରେ ୧୯୪କୋଟିର ନିର୍ବାଚନୀ ବଣ୍ଡ ବିକ୍ରି
ନିର୍ବାଚନୀ ବଣ୍ଡ ବିକ୍ରି ୬୨% ବୃଦ୍ଧି ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଇଲେକ୍ଟ୍ରୋରାଲ ବଣ୍ଡ (ନିର୍ବାଚନୀ ବଣ୍ଡ) ବିକ୍ରିରେ ବଡ଼ ବୃଦ୍ଧି ଦେଖାଦେଇଛି। ଏସବିଆଇ ପକ୍ଷରୁ ଏହି ବଣ୍ଡ ବିକ୍ରି ହେଉଥିଲାବେଳେ ଆରଇଟିଆରୁ ମିଳିଥିବା ଉତ୍ତର ଅନୁସାରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ … Read More