‘କରୋନା ହେଉଛି ଉପଶମ, ମଣିଷମାନେ ରୋଗ’

  ଗୋବିନ୍ଦପନ୍ତ ରାଜୁ ପୃଥିବୀ ପାଇଁ ଜୀବାଣୁ ହେବା ପରିବର୍ତ୍ତେ ଟୀକା ହେବା ବିଷୟରେ ମଣିଷମାନେ ବୁଝିବେ କେବେ? କରୋନା ସଙ୍କଟ ପରିବେଶ ସଂସ୍କାର ପାଇଁ  ଆଣି ଦେଇଛି ଏକ ୧୦୦ ବର୍ଷୀୟ ସୁଯୋଗ, ଏହି ସମୟରେ ପୃଥିବୀ ନିଜକୁ ମରାମତି … Read More