୭୨ ହଜାର ଟଙ୍କା ଦେବାର ଘୋଷଣା ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ
କଂଗ୍ରେସ ଦଳ ଏବଂ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରରେ ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ ଲୋକଙ୍କୁ ଦେବାର ଘୋଷଣା ପ୍ରସଙ୍ଗ ଏବେ ନ୍ୟାୟାଳୟରେ ପହଞ୍ଚିଛି। ସରକାର ଆସିଲେ ୭୨ ହଜାର ଟଙ୍କା ଗରିବ … Read More