କୋର୍ଟରେ ଦୋଷୀ ସାବ୍ୟସ୍ତ ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନ ନିୟମରେ କୌଣସି ସମୀକ୍ଷା ହେବ ନାହିଁ
ଭାରତ ସରକାରଙ୍କ ପର୍ସନାଲ ଆଣ୍ଡ ଟ୍ରେନିଂ ମନ୍ତ୍ରାଳୟର ସମସ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ପୁଣି ଚାକିରୀକୁ ଫେରିବାକୁ ଅନୁମତି ନଦେବା ପାଇଁ ସେବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏକ ପ୍ରମୁଖ ପଦକ୍ଷେପରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ … Read More