କରୋନା ଚିକିତ୍ସାରେ ଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୈନିକ ମର୍ଯ୍ୟାଦା; ମୃତ୍ୟୁ ହେଲେ ତାହା ସହୀଦ ଆଖ୍ୟା, ମିଳିବ ୫୦ ଲକ୍ଷ କ୍ଷତିପୂରଣ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଏକ ଯୁଦ୍ଧ। ଆଉ ସ୍ଵାସ୍ଥ୍ୟକର୍ମୀମାନେ ହେଲେ ଏହି ଅଦୃଶ୍ୟ ଶତ୍ରୁ ସଙ୍ଗେ ଲଢ଼େଇରେ ପ୍ରତ୍ୟକ୍ଷ ସୈନିକ। ଏଣୁ ଏ ଶତ୍ରୁ ସହ ଲଢ଼େଇରେ ପ୍ରାଣ ହରାଉଥିବା ପ୍ରତିଟି ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ମୃତ୍ୟୁକୁ ମୃତ୍ୟୁ ନୁହେଁ … Read More