ପାଣିରେ ଚାଲିଗଲା ଦୁଇ ଛାତ୍ରଙ୍କ ପ୍ରାଣ

ସମ୍ବଲପୁର: ସମସ୍ତଙ୍କ ଭଳି ସେମାନେ ବି ବେଶ୍ ହସଖୁସିରେ ଥିଲେ । ସାଙ୍ଗମାନଙ୍କ ଗହଣରେ ପିକ୍‌ନିକ୍‌ର ମଜା ଉଠାଉଥିଲେ । ତେବେ ଗାଧୋଇବାକୁ ଯାଇଥିବା ଜଣେ ପାଣିରେ ବୁଡ଼ିଯାଉଥିବା ଦେଖି ଆଉଜଣେ ସାଙ୍ଗ ଉଦ୍ଧାର କରିବାକୁ ଯାଇଥିବାବେଳେ ଉଭୟଙ୍କ ପ୍ରାଣ ଚାଲିଯାଇଛି … Read More