ଢିଙ୍କଚାକ୍ ପୂଜାଙ୍କ ଆଉ ଏକ ନୂଆ ଗୀତରେ ୟୁଜର କହିଲେ ଗୀତ ଗାଇବା ଛାଡିଦିଅ ପଢନ୍ତୁ…
ବିଗବସ୍ ସିଜନ୍ -୧୧ର ପ୍ରତିଯୋଗୀ ଢିଙ୍କଚାକ୍ ପୂଜାଙ୍କ ସେଲ୍ଫୀ ମେନେ ଲେ ଲୀ ଆଜ୍ ଗୀତଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏହାପରେ ସେ ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ । ଏହାପରେ ସେ ପପୁଲାର୍ ରିୟଲିଟି ଶୋ’ ବିଗବସ୍ … Read More