ମନମୋହନଙ୍କ ୫୧ପ୍ରତିଶତ ଭୋଟ ହାସଲ ଦାବି କେତେ ଯୁକ୍ତିଯୁକ୍ତ!

ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ୫୧ ପ୍ରତିଶତ ଭୋଟ ହାସଲ କରି କ୍ଷମତାକୁ ଆସିବ ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ଯେଉଁ ଦାବି କରିଛନ୍ତି ତାହା କେତେ ଯୁକ୍ତିଯୁକ୍ତ ? କାରଣ ୧୯୯୫ରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ … Read More

ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ସନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏନଡିଏର କେତେକ ନେତାଙ୍କୁ ମନ୍ତ୍ରୀପଦ ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌କଲ୍‌ଯାଇଥିବାର ସୂଚନା ମିଳିଛି। ଫୋନ୍‌କଲ୍‌ପାଇଥିବା ନେତାମାନେ ସାଢ଼େ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ … Read More

କି ଉତ୍ତର ଦେବେ ଧର୍ମେନ୍ଦ୍ର?

୨୦୧୯ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ଫଳାଫଳକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କାରଣ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ ଓଡ଼ିଶାରେ ଏହା ସମ୍ପୁର୍ଣ୍ଣ … Read More

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ପୋଷ୍ଟରବୟ ଧର୍ମେନ୍ଦ୍ର ପ୍ରଧାନ ଉପକୂଳ ନେତାଙ୍କଠାରୁ ଯେଉଁ ବିପଦ ଆଶଙ୍କା କରି ସେମାନଙ୍କୁ ଦଳରୁ ବାହାରି ଯିବା ପାଇଁ ବିଭିନ୍ନ ଉପାୟରେ ବାଧ୍ୟ କରିଥିଲେ ତାହା ସତ୍ୟରେ ପରିଣତ ହେବାକୁ ଯାଉଛି। ଫଳରେ ରାଜନୀତିରେ ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଳାରେ … Read More

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ … Read More

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ରାଜନୀତିରେ ତିଷ୍ଠି ରହି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ମସଗୁଲ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଦଳର ମୂଳ ଲୋକମାନଙ୍କୁ ଅପମାନିତ କରି ସେମାନଙ୍କ ରାଜନୈତିକ ଜୀବନକୁ ଲୋପ କରିବା ପାଇଁ ଜାଲ ବିଛାଇବାରେ ଲାଗିଛନ୍ତି ତାକୁ ନେଇ ସଂଘ … Read More

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ … Read More

ଭୁବନଙ୍କ ମାଧ୍ୟମରେ ବିଜୟଙ୍କ ରାସ୍ତା ଓଗାଳିଲେ ଧର୍ମେନ୍ଦ୍ର

ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଦଳକୁ ଫେରାଇ ଆଣି ନିର୍ବାଚନ ବିଜୟକୁ ସୁଗମ କରିବା ପାଇଁ ଦଳର ନବ ନିଯୁକ୍ତ ଉପ-ସଭାପତି ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଧର୍ମେନ୍ଦ୍ର … Read More

ଧର୍ମେନ୍ଦ୍ରଙ୍କ ଶତ୍ରୁ ବିନାଶ ଯୋଜନା

ମୋଦି ସରକାରର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ ନିଜକୁ ଏକଛତ୍ର ନେତା ଭାବେ ପ୍ରତିପାଦିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଚଳିତ ନିର୍ବାଚନରେ ‘ଘଇତା ପଛକେ ମରୁ; ସଉତୁଣୀ ରାଣ୍ଡ ହେଉ’ … Read More

ନୂଆ ସମୀକରଣର ସଂକେତ

ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗତ ମଙ୍ଗଳବାର ଦିନ ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କ ଅଚାନକ ଘୋଷଣା ବିଜୁ ଜନତା ଦଳ ଭିତରେ ଏବଂ ବାହାରେ ପ୍ରବଳ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଥିଲା। କିନ୍ତୁ ଗତକାଲି ତଥାଗତ ଏବଂ କେନ୍ଦ୍ରମନ୍ତ୍ରୀ … Read More