#corona: ମୃତଦେହ ବି ମିଳିବନି
ଭୁବନେଶ୍ଵର, (ଓଟି): କରୋନା ରୋଗୀଙ୍କ ମୃତ ଦେହ ବି ପରିବାରଲୋକଙ୍କୁ ସଂସ୍କାର ପାଇଁ ମିଳିବ ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଭିଡ୍-୧୯ ନିୟମ ଅନୁସାରେ ତାହାର ସତ୍କାର ହେବ ବୋଲି ରାଜ୍ୟ … Read More