ଉତ୍ପାଦନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛି ଡାଲ୍ମିଆ ରିଫ୍ରାକ୍ଟରୀ
ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି କଂପାନି ତଥା ଡାଲମିଆ ଭାରତ ଗ୍ରୁପ୍ର ଏକ ଅଂଶ ଡାଲମିଆ ଓସିଏଲ୍ ଏହାର ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଥିବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ଓଡ଼ିଶା ସରକାରଙ୍କ ଠାରୁ ଅନୁମୋଦନ ହାସଲ କରିଛି … Read More