ଓଡିଶା ମୁହାଁ ବାତ୍ୟା : ଚନ୍ଦ୍ରଭାଗାରେ ସ୍ଥଳଭାଗ ଛୁଇଁପାରେ ଫୋନି

ଓଡିଶା ଉପକୂଳକୁ ମୁହାଁଉଥିବା ବାତ୍ୟା ଫୋନି ଆସନ୍ତା ୩ ତାରିଖ ରାତିରେ ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଆଇଏମ୍‍ଡିର ଆକଳନ ଅନୁଯାୟୀ ଆସନ୍ତା … Read More