#କରୋନା ଆତଙ୍କକୁ ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ!
ଭୁବନେଶ୍ୱର(ଓଟି): ଗୋଟିଏପଟେ ମହାମାରୀ କରୋନା ଆତଙ୍କ ଖେଳାଇ ଚାଲିଛି। ଅନ୍ୟପଟରେ ଠିକ୍ ଏହି ସମୟରେ ପୁଣି ଓଡ଼ିଶା ପାଇଁ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଳୟଙ୍କରୀ #ଫୋନି ବାତ୍ୟାର ଠିକ୍ ବର୍ଷକ ପରେ ଏଭଳି ଭୟ ସୃଷ୍ଟି ହୋଇଛି। ଫଳରେ ସାଧାରଣରେ … Read More