୩୩% ଲୋକସଭା ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା

୮୩% ସଦସ୍ୟ କୋଟିପତି ଲୋକସଭାରେ ଆମ ପ୍ରତିନିଧି ଭାବେ ଆମେ କାହାକୁ ବାଛୁଛୁ ? ୨୦୧୪ରେ ନିର୍ବାଚିତ କରି ଲୋକମାନେ ଯେଉଁମାନଙ୍କୁ ଲୋକସଭାକୁ ପଠାଇଥିଲେ ସେମାନଙ୍କ ମଧ୍ୟରୁ ୩୩% ବା ୧୭୪ଜଣଙ୍କ ନାମରେ ଫୌଜଦାରୀ ମାମଲା ଥିଲା। ୧୦ଜଣ ସଦସ୍ୟ ହତ୍ୟା … Read More