ଗୁଜରାଟରେ ବଢୁଛି ଗୋ-ମୂତ୍ର ଚାହିଦା
ଭୁବନେଶ୍ଵର,(ଓଡ଼ିଶା ଟାଇମ୍): କରୋନା ଭୟରେ ଗୋ-ମୂତ୍ର ଏବେ ଅମୂଲ ମୂଲ । ଗୁଜରାଟରେ ଗୋ-ମୂତ୍ରର ଚାହିଦା ଢେର୍ ବଢ଼ିଯାଇଛି । ଗୋ-ମୂତ୍ର, ରୋଗ ପ୍ରତିଷେଧକ କ୍ଷମତା ବଢାଉଥିବା ଭାବି, ଲୋକେ ପିଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ରାଜ୍ୟରେ ଦିନକୁ ହଜାର … Read More